ମାଟିରେ ମିଶିଲା ଶହଶହ ଘର, ଓଡ଼ିଶାରେ ୬ ମୃତ
ଓଡ଼ିଶା ଫାଷ୍ଟ(ବ୍ୟୁରୋ):‘ଅମ୍ଫାନ’ ବିପର୍ଯ୍ୟୟ ବେଳେ ରାଜ୍ୟରେ ୬ ଜଣଙ୍କର ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରୁ କେନ୍ଦ୍ରାପଡ଼ା ଜିଲ୍ଲାରେ ୩ ଜଣ ଥିବାବେଳେ ବାଲେଶ୍ବର, ଭଦ୍ରକ ଓ କଟକରେ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି।
ସୂଚନାଯୋଗ୍ୟ, କେନ୍ଦ୍ରାପଡ଼ାର ରାଜନଗର ବ୍ଲକ୍ ସାତଭାୟା ଗ୍ରାମର…