ସାଇବର କ୍ରାଇମ୍ ରିପୋର୍ଟ: ମାସକରେ ୯୧ଲକ୍ଷ ଲୁଟିଲେ
ଭୁବନେଶ୍ୱର : ଅଧିକାଂଶ ଲୋକ ଲୋଭନୀୟ ଅଫର୍ ଓ ସାଇବର ଠକଙ୍କ ଜାଲରେ ପଡ଼ି ନିଜର ଉପାର୍ଜିତ ଧନ ହରାଉଛନ୍ତି । ମାର୍ଚ୍ଚ ମାସରେ ଭୁବନେଶ୍ୱରରୁ ୯୧ଲକ୍ଷ ୫୬ହଜାର ୫୩ଟଙ୍କା ଠକେଇ ହୋଇଛି । ଏଥିମଧ୍ୟରୁ ୧୦ଲକ୍ଷ ୫୭ହଜାର ୬୬୧ଟଙ୍କା ଫେରସ୍ତ ହୋଇଥିବାବେଳେ ୪୦ହଜାର ଟଙ୍କା ବ୍ଲକ୍ କରାଯାଇଥିବା ସାଇବର…