Browsing Tag

Cuttack & Bhadrak

ଭୁବନେଶ୍ୱର, କଟକ ଓ ଭଦ୍ରକରୁ ଉଠିବ ସଟଡାଉନ : ମୁଖ୍ୟ ଶାସନ ସଚିବ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱର, କଟକ ଓ ଭଦ୍ରକରୁ ଉଠିବ ୪୮ଘଣ୍ଟିଆ ସଟଡାଉନ । ଏନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ରାତି ୮ଟା ପରେ ଗ୍ରୋସରୀ ଦୋକାନ, ପରିବା ଦୋକାନ ଖୋଲାହେବ ତେଣୁ ଅଧିକ ମାତ୍ରାରେ ଲୋକ ଦୋକାନଙ୍କୁ ଯାଇ ଭିଡ କରନ୍ତୁ ନାହିଁ…