Browsing Tag

crew members rescued

ଆରବ ସାଗରରେ ଜରୁରୀ ଅବତରଣ କଲା ନୌସେନା ହେଲିକପ୍ଟର

ଭାରତୀୟ ନୌସେନାର ହେଲିକପ୍ଟର ମୁମ୍ବାଇ ଉପକୂଳଠାରୁ ଦୂର ଆରବ ସାଗର ନିକଟରେ ଏକ ଦୁର୍ଘଟଣାର ଶିକାର ହୋଇଛି। ଚାଳକ ଦଳର ତିନି ଜଣ ସଦସ୍ୟଙ୍କୁ ଉଦ୍ଧାର କରାଯାଇଛି। ଭାରତୀୟ ନୌସେନା ମୁତାବକ, ଭାରତୀୟ ନୌସେନା ଆଡଭାନ୍ସ ଲାଇଟ୍ ହେଲିକପ୍ଟର (ALH) ମୁମ୍ବାଇରୁ ନିୟମିତ ଉଡ଼ାଣ ଭରିଥିଲା। ଏହି ସମୟରେ…