Browsing Tag

Congress has answered such questions

ନୂଆ ସଂସଦ ଭବନର ଉଦଘାଟନ ରାଜନୀତି ଏବେ ଓଡିଶାରେ, କଂଗ୍ରେସର ଏଭଳି ପ୍ରଶ୍ନର ଉତ୍ତର ରଖିଲା ବିଜେଡି

ଦୁଇ ଦିନ ପରେ ରବିବାର ନୂଆ ସଂସଦ ଭବନର ଉଦଘାଟନ ସମାରୋହ । ଦିନ ସମୟ ଯେତେ ପାଖଉଛି, ସମାରୋହ ଉତ୍ସବକୁ ନେଇ ରାଜନୀତି ସେତେ ତେଜୁଛି । ସମର୍ଥନରେ ଓ ବିରୋଧରେ ଏବେ ଦେଶର ସବୁ ରାଜନୈତିକ ଦଳ ଗୁଡ଼ିକ ଭାଗ ଭାଗ ହୋଇଛନ୍ତି । ପ୍ରାୟ ୨୦ଟି ଦଳ ଉତ୍ସବକୁ ବର୍ଜନ କରୁଥିବା ବେଳେ ୧୬ଟି ଦଳ ସାମିଲ ହେବା…