ପ୍ରକାଶ ପାଇଲା ସିଆଇଏସସିଇ ଦଶମ ଓ ଦ୍ୱାଦଶ ପରୀକ୍ଷା ଫଳ
ପ୍ରକାଶ ପାଇଲା ସିଆଇଏସସିଇ ଦଶମ ଓ ଦ୍ୱାଦଶ ପରୀକ୍ଷା ଫଳ । ପରୀକ୍ଷାର୍ଥୀ ମାନେ ସିଆଇଏସସିଇର ଅଫିସିଆଲ୍ ୱେବସାଇଟ୍ http://cisce.org ବା http://results.cisce.org ଭିଜିଟ୍ କରି ପରୀକ୍ଷାଫଳ ଚେକ୍ କରିପାରିବେ ।
ଏହା ବ୍ୟତୀତ ଏସଏମଏସ୍ ଜରିଆରେ ମଧ୍ୟ ଆଇସିଏସଇ ଏବଂ ଆଇଏସସି ପରୀକ୍ଷାର…