ଚିକିତ୍ସାର ନାଁ ଗନ୍ଧ ନାହିଁ, ଡାକ୍ତରଖାନାରେ ଡାକ୍ତର ମଦ ପିଇ ଘୋର ନିଶାରେ
ପୁଣି କ୍ୟାମେରା ଆଗରେ ଧରାପଡିଲେ ମଦୁଆ ଡାକ୍ତର। ନିଶା ନିଦ୍ରାରେ ଡାକ୍ତର ବାବୁ। ଏ ଦୃଶ୍ୟ ଢେଙ୍କାନାଳ ଗନ୍ଦିଆର ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର। ପାଖରେ ରୋଗୀ ଚିକିତ୍ସା ପାଇଁ ବସିଛନ୍ତି, ହେଲେ ଡାକ୍ତର ବାବୁ ନିଘୋଡ ନିଦରେ। ଏ ହେଉଛନ୍ତି ଆୟୂଷ ଡାକ୍ତର ଅନବୀକାନ୍ତ…