ଅଷ୍ଟମ ଥର ପାଇଁ ସଭାପତି ହେଲେ ନବୀନ ପଟ୍ଟନାୟକ: ‘ ଲୋକଙ୍କ ସ୍ନେହ ପାଇବା ପାଇଁ ବିଜେଡି ନିର୍ବାଚନ ଲଢ଼େ’
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଷ୍ଟମ ଥର ପାଇଁ ବିଜେଡି ସଭାପତି ହୋଇଛନ୍ତି। ବୁଧବାର ଭୁବନେଶ୍ୱରରେ ଦଳର ରାଜ୍ୟ ପରିଷଦ ବୈଠକରେ ଏହା ଘୋଷଣା କରିଛନ୍ତି ରିଟର୍ଣ୍ଣିଂ ଅଫିସର ତଥା ବିଧାୟକ ପ୍ରତାପ ଦେବ। ଏହା ସହିତ ଏହି ବୈଠକରେ ଦଳର 80 ଜଣ କାର୍ଯ୍ୟକାରିଣୀ ସଦସ୍ୟଙ୍କ…