ତିନି ମହାନଗର ମେୟର ପ୍ରାର୍ଥୀଙ୍କ ନାମ ଘୋଷଣା କଲା ବିଜେଡ଼ି
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ବିଜୁବାବୁଙ୍କ ଜନ୍ମବର୍ଷିକୀ । ଯାହାକୁ ସମଗ୍ର ରାଜ୍ୟରେ ଉତ୍ସାହର ସହ ପାଳନ କରାଯାଉଥିବା ବେଳେ, ଏହି ଶୁଭ ମୁହୂର୍ତ୍ତରେ ବିଜେଡି ତିନି ମହାନଗରର ମେୟର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ଅନେକ ଦିନ ହେଲା ଯେଉଁ ନାମ କୁ ଶୁଣିବାକୁ ଜନସାଧାରଣ ଅପେକ୍ଷା କରି…