ବିଜେପୁର ଉପନିର୍ବାଚନ, ୧୯ ଲକ୍ଷ ଟଙ୍କା ଜବତକଲା ଫ୍ଳାଇଂ ସ୍କ୍ୱାର୍ଡ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଜେପୁର ଉପ ନିର୍ବାଚନ ଯେତେ ପାଖେଇବାରେ ଲାଗିଛି ନିର୍ବାଚନ ମାହୋଲ ସେତେ ଉଷ୍ମ ହେବାରେ ଲାଗିଛି । ଦୁର୍ଗା ପୂଜା ବିରତି ପରେ ପୁଣି ନିର୍ବାଚନୀ ପ୍ରଚାର ଆରମ୍ଭ କରିଦେଇଛନ୍ତି ରାଜ୍ୟର ତିନି ପ୍ରମୁଖ ଦଳ । ଏହି ପ୍ରଚାରରେ କଂଗ୍ରେସ ଟିକେ ପଛରେ ରହିଯାଇଛି। ମାତ୍ର…