Browsing Tag

Balangir’s Ghudka dance won second place at the national level; The Chief Minister tweeted his greetings

ଜାତୀୟ ସ୍ତରରେ ଦ୍ଵିତୀୟ ସ୍ଥାନ ଅଧିକାର କଲା ବଲାଙ୍ଗୀରର ଘୁଡକା ନାଚ; ଟ୍ୱିଟ କରି ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

କଳାସଂସ୍କୃତିର ମାଟି ବଲାଙ୍ଗୀର ଜିଲ୍ଲା। ବିଭିନ୍ନ ସମୟରେ ଏଠାକାର କଳାକାର ପ୍ରମାଣ କରିଛନ୍ତି। ତେବେ ସାରା ଦେଶରେ ଆଦିବାସୀ ନୃତ୍ୟ କଳା ସଂସ୍କୃତିକୁ ନେଇ ହୋଇଥିବା ମହୋତ୍ସଵ ରେ ବଲାଙ୍ଗୀର ଜିଲ୍ଲା ଘୁଡକା ନାଚ ଦ୍ୱିତୀୟ ସ୍ଥାନ ପାଇଛି। ଏହାକୁ ନେଇ ସମଗ୍ର ରାଜ୍ୟ ଗର୍ବିତ। ଏହାକୁ ନେଇ…