Browsing Tag

astaranga

ସମୁଦ୍ର ଗର୍ଭରେ ୩ ଇଂଜିନିୟରିଂ ଛାତ୍ର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୁରୀ ଜିଲ୍ଲା ଅସ୍ତରଙ୍ଗ ପୀର ଜାହାନିଆ ନିକଟକୁ ପିକ୍‌ନିକ କରିବାକୁ ଯାଇଥିବା ବେଳେ ସମୁଦ୍ରରେ ବୁଡ଼ିଗଲେ ୩ ଇଂଜିନିୟରିଂ ଛାତ୍ର । ଅନ୍ୟ ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି । ସୂଚନା ଅନୁଯାୟୀ, ଭୁବନେଶ୍ୱରର ସିଲିକନ ଇଞ୍ଜିନିୟରିଂ କଲେଜର ୨୬ ଜଣ…