ଡାକଘରେ ସିବିଆଇ ରେଡ୍, ଲାଞ୍ଚ ନେବାବେଳେ ଧରାପଡ଼ିଲେ ଆସିଷ୍ଟାଣ୍ଟ ପୋଷ୍ଟମାଷ୍ଟର
ରାଉରକେଲା ମୁଖ୍ୟ ଡାକଘରେ ସିବିଆଇ ରେଡ୍ । ସିବିଆଇ ଜାଲରେ ଆସିଷ୍ଟାଣ୍ଟ ପୋଷ୍ଟମାଷ୍ଟର । ଲାଞ୍ଚ ନେବାବେଳେ ସିବିଆଇ ହାତରେ ଧରାପଡିଲେ ରାଉରକେଲା ଆସିଷ୍ଟାଣ୍ଟ ପୋଷ୍ଟମାଷ୍ଟର ।
୫୦ ହଜାର ଲାଞ୍ଚ ନେଉଥିବା ବେଳେ ଧରାପଡିଲେ । ଜଣେ ଆକାଉଣ୍ଟ ହୋଲଡରଙ୍କଠାରୁ ଲାଞ୍ଚ ନେବାବେଳେ ଧରାପଡିଥିଲେ ।…