ଆପଣଙ୍କ ପିଲା ମାଟି ଖାଇବା ନେଇ ଆପଣ ଚିନ୍ତିତ କି ? ଆପଣାନ୍ତୁ ଘରୋଇ ଉପାୟ
ଅନେକ ସମୟରେ ଛୋଟ ପିଲା ମାଟି ଖାଉଥିବା ଆପଣ ଦେଖିଥିବେ । ଏମିତି ବି ହୋଇପାରେ ଆପଣଙ୍କ ପିଲା ବି କାନ୍ଥ କିମ୍ବା ବଗିଚାରୁ ମାଟି କାଢି ଖାଉଥାଇପାରେ । ଅନେକ ଲୋକେ ଏହାକୁ ପିଲାଳିଆମି ଧରି ହସି ଉଡାଇ ଦିଅନ୍ତି । ଯଦି ଏମିତି ହେଉଥାଏ, ତେବେ ଏହାକୁ ପିଲାଳିଆମି ନୁହେଁ ବରଂ ଆପଣଙ୍କ କିଛି ଅନ୍ୟ…