ପୁରୀ ଶ୍ରୀଜଗନ୍ନାଥ ମେଡିକାଲ କଲେଜରୁ ରାଗିଂ ଅଭିଯୋଗ
ପୁଣି ଫେରିଲା ରାଗିଂ ରୋଗ । ଅନେକ ସଚେତନତା ତଥା ଦଣ୍ଡବିଧାନ ସତ୍ତ୍ୱେ ପିଲାଙ୍କ ମୁଣ୍ଡରେ ବୁଦ୍ଧି ପଶୁନି । ଏବେ ପୁରୀ ଶ୍ରୀଜଗନ୍ନାଥ ମେଡିକାଲ କଲେଜରୁ ରାଗିଂ ଅଭିଯୋଗ ଆସିଚି । କଲେଜର ଡିନ ପ୍ରଥମ ବର୍ଷର ଛାତ୍ରଙ୍କ ଅଭିଯୋଗକୁ ଆଧାର କରି ପୁରୀ ପେଣ୍ଠକଟା ମେରାଇନ ଥାନାରେ ଏତଲା ଦେଇଛନ୍ତି ।…