Browsing Tag

Again the blood spattered in the Shree mandir

ପୁଣିଥରେ ଶ୍ରୀମନ୍ଦିରରେ ଲାଗିଲା ରକ୍ତ ଛିଟା

ଶ୍ରୀମନ୍ଦିର ଭିତର କାଠ ନିକଟରେ ପୁଣି ଲାଗିଲା ରକ୍ତ ଛିଟା। ମହାପ୍ରଭୁଙ୍କର ହେଲା ବଡ଼ ମହାସ୍ନାନ। ଶ୍ରୀମନ୍ଦିରରେ ଆଜି ସକାଳ ପାଖାପାଖି ୬ଟା ୩୦ ସମୟରେ ଧୁଆଧୁଇ ହୋଇ ଚୂନ ପଡିବା ସହ ବଡ଼ ମହାସ୍ନାନ କରାଯାଇଛି । ଏହି ସମୟରେ ସାଧାରଣ ଦର୍ଶନ ବନ୍ଦ ରହିଥିଲା। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ…