Browsing Tag

Aasribada yojana

ପୁରୀରେ ପ୍ରଥମ: ‘ଆଶୀର୍ବାଦ’ ଯୋଜନାରେ ୧୧୭ ଜଣ ପିଲାଙ୍କ ଆକାଉଣ୍ଟ୍‌କୁ ଗଲା ଟଙ୍କା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କୋଭିଡରେ ପିତାମାତାଙ୍କୁ ହରାଇଥିବା ପିଲାମାନଙ୍କୁ ଆଶୀର୍ବାଦ ଯୋଜନାରେ ଆର୍ଥିକ ସହାୟତା । ରାଜ୍ୟ ସରକାରଙ୍କ ଏହି ଯୋଜନାରେ ପୁରୀ ଜିଲ୍ଲାର ୧୧୭ ଜଣ ହିତାଧିକାରୀଙ୍କୁ ସହାୟତା ପ୍ରଦାନ କରାଯାଇଛି । ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଆଜି ସଦଭାବନା ଗୃହରେ ଆୟୋଜିତ ଏକ…