ରାସ୍ତାରୁ ହଟିବେ ବୁଲା କୁକୁର
ରାସ୍ତାରୁ ହଟିବେ ବୁଲା କୁକୁର । ବୁଲା କୁକୁରଙ୍କୁ ହଟାଇବା ନେଇ ଜିଲ୍ଲା ମୁଖ୍ୟ ପଶୁ ଚିକିତ୍ସା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ ମତ୍ସ ଓ ପଶୁ ସମ୍ପଦ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ଏହାସହ ରାଜ୍ୟରେ ବୁଲା କୁକୁର ବନ୍ଧ୍ୟାକରଣକୁ ମଧ୍ୟ ଜୋରଦାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।…