Browsing Tag

6 School Students Die As Boat Overturns In Lake Near Vadodara

ନଦୀରେ ଓଲଟିଲା ଡଙ୍ଗା, ୬ ଛାତ୍ର ମୃତ

ଗୁଜରାଟର ଭଡୋଦରାରେ ବଡ଼ ଦୁର୍ଘଟଣା ଘଟିଛି । ହରଣୀ ନଦୀରେ ଏକ ଡଙ୍ଗା ଓଲଟି ୬ ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ଖବର ମୁତାବକ, ଏହି ଡଙ୍ଗାରେ ୨୩ ଜଣ ଛାତ୍ର ଏବଂ ୪ ଜଣ ଶିକ୍ଷକ ଥିଲେ । ସମସ୍ତ ବିଦ୍ୟାର୍ଥୀ ଭଡୋଦରାର ଏକ ବିଦ୍ୟାଳୟର ବୋଲି ଜଣାପଡ଼ିଛି । ଘଟଣାସ୍ଥଳରେ ଉଦ୍ଧାର…