Browsing Tag

2Indian trainee pilots killed as plane crashes in Canada’s British Columbia

ବିମାନ ଦୁର୍ଘଟଣା: ୨ ଭାରତୀୟ ଟ୍ରେନି ପାଇଲଟ ମୃତ

ଦୁଇ ଭାରତୀୟ ଟ୍ରେନି ପାଇଲଟଙ୍କର ବିମାନ ଦୁର୍ଘଟଣାରେ ମୃତ୍ୟୁ ଘଟିଛି । କାନାଡାର ବ୍ରିଟିଶ କଲମ୍ବିଆ ପ୍ରଦେଶରେ ଏହି ଦୁର୍ଘଟଣା ଘଟିଛି ବୋଲି ଶନିବାର ସରକାରୀ ସ୍ତରରେ କୁହାଯାଇଛି ।ଦୁଇ ମୃତ ଟ୍ରେନି ପାଇଲଟ ହେଲେ ଅଭୟ ଗାଡ୍ରୁ ଏବଂ ବିଜୟ ରାମୁଗଡେ । ଦୁଇ ୨ ଇଞ୍ଜିନ୍‌ବିଶିଷ୍ଟ ହାଲୁକା ବିମାନ…