ଅତ୍ୟାବଶ୍ୟକ ଔଷଧ ତାଲିକାରୁ ବାଦ୍ ପଡିଲା ୨୬ଟି ଔଷଧ; ରାଣ୍ଟିଡାଇନ୍ ଓ ରାନ୍ଟାକ୍ ମଧ୍ୟ ସାମିଲ
ଅତ୍ୟାବଶ୍ୟକ ଔଷଧ ତାଲିକାରୁ ବାଦ୍ ପଡିଲା ୨୬ଟି ଔଷଧ। କ୍ୟାନ୍ସର ଜନିତ କାରଣରୁ ବହୁଳ ବ୍ୟବହାର ହେଉଥିବା ଆଣ୍ଟାସିଡ୍ ସଲ୍ଟ ରାଣ୍ଟିଡାଇନ୍କୁ ଅତ୍ୟାବଶ୍ୟକୀୟ ଔଷଧ ତାଲିକାରୁ ହଟାଇ ଦିଆଯାଇଛି। ସେହିପରି ରାନ୍ଟାକ୍ ମେଡିସିନ୍ ମଧ୍ୟ ବାଦ୍ ପଡିଛି।
ପେଟ ଖରାପ କିମ୍ବା ଗ୍ୟାସ ଭଳି…