ସେରୋ ସର୍ଭେରେ ସାମିଲ ହେବେ ସବୁ ବର୍ଗର ଲୋକ, ୧୨ଟି ଜିଲ୍ଲାରେ ବ୍ୟବସ୍ଥା : ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ
ଓଡ଼ିଶା ଫାଷ୍ଟ(ବ୍ୟୁରୋ) : ସେରୋ ସର୍ଭେ କେବଳ ଶିଶୁଙ୍କ ଲାଗି ନୁହେଁ, ସବୁ ବର୍ଗର ଲୋକଙ୍କୁ ଏଥିରେ ସାମିଲ କରାଯିବ ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି । ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଲୋକ ଏଥିରେ ସାମିଲ ହେବେ । ରାଜ୍ୟର କେତେ ଲୋକଙ୍କଠାରେ ହର୍ଡ…