ଓଡ଼ିଶାର ୧୦ ଜିଲ୍ଲାରେ ସ୍ଥାପନ ହେବ ୧୦ଟି ନର୍ସିଂ ସ୍କୁଲ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଓଡିଶାର ୧୦ଟି ଜିଲ୍ଲାରେ ୧୦ଟି ନର୍ସିଂ ସ୍କୁଲ ସ୍ଥାପନ ହେବା ନେଇ ସୂଚନା ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ। ସୂଚନା ଅନୁଯାୟୀ, ଆଗାମୀ ଦିନରେ ମୟୂରଭଞ୍ଜ, ବଲାଙ୍ଗିର, କୋରାପୁଟ, ବାଲେଶ୍ୱର, ଝାରସୁଗୁଡା, ପୁରୀ, ସୁନ୍ଦରଗଡ଼, ଅନୁଗୁଳ, କେନ୍ଦୁଝର ଓ ଯାଜପୁର…