Browsing Tag

ହତ୍ୟା

ପିଟିପିଟି ହତ୍ୟାକଲା ମଦ ବ୍ୟବସାୟୀକୁ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଜଣେ ଦେଶୀ ମଦ ବ୍ୟବସାୟୀ କୁ ପିଟିପିଟି ହତ୍ୟା କରାଯାଇଛି। ଜଣେ ଯୁବକଙ୍କ କାଠ ଫଳିଆ ମାଡରେ ଫାଳିକିଆ ବଜାର ବସ୍ତିର କାମେଶ୍ୱର ରେଡିଙ୍କ ମୃତ୍ୟୁ ଘଟିଛି। ଲଷ୍ମୀସାଗର ପୋଲିସ ଶବ ଜବତ କରି ତଦନ୍ତ କରୁଛି। ଏହି ହତ୍ୟାକାଣ୍ଡ ପୂର୍ବ ଶତ୍ରୁତାରୁ ହୋଇଥିବାର ଅନୁମାନ…