ନିଲମ୍ବିତ ହେଲେ କଳାହାଣ୍ଡି ଉପଜିଲ୍ଲାପାଳ
ଓଡ଼ିଶା ଫାଷ୍ଟ(ବ୍ୟୁରୋ):କର୍ତ୍ତବ୍ୟରେ ଅବହେଳା କରି ସସପେଣ୍ଡ ହେଲେ କଳାହାଣ୍ଡି ଉପଜିଲ୍ଲାପାଳ। ରାଜ୍ୟ ସରକାର କଳାହାଣ୍ଡି ଉପଜିଲ୍ଲାପାଳ ଅନିଶା ଦାସଙ୍କୁ ସସପେଣ୍ଡ କରିଛନ୍ତି। ଏନେଇ ରାଜସ୍ୱ ବିଭାଗ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି। ୨୦୧୫ ବ୍ୟାଚର ଓଏଏସ ଅଫିସର ଅନିଶା ପୂର୍ବରୁ ମୟୂରଭଞ୍ଜ ଜିଲ୍ଲାର ବେତନଟୀ ବ୍ଲକର ତହସିଲଦାର ଥିଲେ।
Related Posts
ନିକଟରେ ମୋରମ ବୋଝେଇ ଟ୍ରକକୁ ବିନା ଫାଇନରେ ଥାନାରୁ ଛାଡି ଦେବା ପାଇଁ ବାଲି ମାଫିଆଙ୍କ ସହିତ ଡିଲ ଚାଲିଥିବା ନେଇ ଅଭିଯୋଗ ହୋଇଥିଲା ।