କ୍ରୋଧିତ ହେଲେ ଶନିଦେବ, ଏହି ୧ ରାଶିରେ ପଡ଼ିଲା ଶନି ମହାଦଶା
ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମ ଜୀବନରେ କେତେ ସବୁ ପରିବର୍ତ୍ତନ ଆସିଥାଏ ଏହି ସବୁ ପରିବର୍ତ୍ତନର ମୂଖ୍ୟ କାରଣ ଗ୍ରହର ଚଳନ ହୋଇଥାଏ । କେବଳ ଏହି କାରଣ ରୁ ହିଁ ଆମ ମାନଙ୍କ ଜୀବନ ରେ ଦୁଖଃ ଏବଂ ସୁଖ ର ଆଗମନ ହୋଇ ଥାଏ । ସେହି ପରି ବେଳେ ଶନି ଙ୍କୁ ସବୁ ବେଳେ ନ୍ୟାୟ ଧୀସ ଉପାଧୀ ଦିଆ ଜାଇଛି । ଯିଏ କି ଅନୁଚିତ କାର୍ଯ୍ୟ କରୁ ଥିବା ଲୋକ ମାନଙ୍କୁ ଦଣ୍ଡ ଦେବା ସହିତ ସେମାନଙ୍କୁ ଫଳ ପ୍ରଦାନ କରନ୍ତି । ସେମିତି ରେ ଆମେ ଆପଣ ମାନଙ୍କୁ ଏମିତି କହିବାର କାରଣ ହେଲା କି ଏହି ଦିନ ରେ ଶନି ଦେବ ନିଜର ରାଶି ପରିବର୍ତନ କରିବା ପାଇଁ ଯାଉଛନ୍ତି । ସେମିତି କ୍ଷେତ୍ର ରେ ଜାହାର ପ୍ରଭାବ କେବଳ ଗୋଟିଏ ରାଶି ଉପରେ ରହିବା ପାଇଁ ଯାଉଛି । ସେମିତି ରେ କହିବା ପାଇଁ ଚାହିଁବୁ କି ଏହି ମାସ ରେ ଶିନି ଦେବ ଧନୁ ରାଶି କୁ ଛାଡି ମକର ରାଶି ରେ ଜାଇ ବସିଛନ୍ତି । ତେବେ ଏହି ପରି କ୍ଷେତ୍ର ରେ କିଛି ରାଶି ମାନଙ୍କ ଉପରୁ ଶନି ଦଶା ଉଠି ଜାଉ ଥିବା ବେଳେ କିଛି ରାଶି ର ଉପରେ ଏହି ଦଶା ର ଆରମ୍ଭ ହେବ ।
ସେମିତି ରେ ଆମେ ଆଜି ଆପଣ ମାନଙ୍କୁ ଯେଉଁ ରାଶି ବିଷୟ ରେ କହୁଛୁ ସେହି ରାଶି ଟି ହେଲା ବୃଷ ରାଶି ଏହି ଦିନ ରେ ଏହି ରାଶି ଉପରେ ମହା ବିପତି ପଡି ପାରେ । ତେବେ ସେହି ପରି ବେଳେ ଏହି ଦିନ ରେ ଶନି ଙ୍କ ଦୃଷ୍ଟି ସବୁ ବେଳେ ଏହି ରାଶି ର ଉପରେ ହିଁ ରହିବା ପାଇଁ ଯାଉ ଥିବା ବେଳେ । ଏମାନଙ୍କ ସବୁ କ୍ଷେତ୍ର ରେ ସାବଧାନ ରହିବା ପାଇଁ ପଡ଼ିବ । ଏବଂ ଏମାନଙ୍କ ଅନାବଶ୍ୟକ ଖର୍ଚ୍ଚ ବଢିବା ସହିତ ଏମାନଙ୍କୁ କେହି ଜଣେ ବହୁତ ହଇରାଣ କରିବେ ।
ଏହି ସମୟ ରେ ଚାକିରୀ କ୍ଷେତ୍ର ରେ ସମସ୍ୟା ଗୁଡିକ ର ସାମ୍ନା କରିବା ପାଇଁ ପଡ଼ିବ । ଏହି ସମୟ ରେ ଆପଣ ମାନଙ୍କ ଉପରେ ଶନି ମହାଦଶା ର ବିପରିତ ପ୍ରଭାବ ପଡ଼ିବା ପାଇଁ ଯାଉଛି । ତେବେ ଆପଣ ମାନେ ଟିକିଏ ସାବଧାନ ରହିବେ ।