ରାଶି ଅନୁସାରେ ଭଗବାନଙ୍କୁ ପୂଜା କରନ୍ତୁ ସବୁ ମନସ୍କାମନା ପୂର୍ଣ୍ଣ ହେବ
ରାଶି ଅନୁସାରେ ଭଗବାନଙ୍କୁ ପୂଜା କରନ୍ତୁ ସବୁ ମନସ୍କାମନା ପୂର୍ଣ୍ଣ ହେବ | ବନ୍ଧୁଗଣ ସାଧାରଣତ କଷ୍ଚ ଅନସାରେ ସଫଳ ମିଳି ନଥାଏ ଯଦି ଆମେ ରାଶି ଅନୁସାରେ ଭଗବାନକଙ୍କୁ ନୟମିତ ପୂଜା କରିବା ତେବେ ଜୀବନରେ ନିଶ୍ଚିନ୍ତ ସଫଳତା ମିଳିବ । ମେଷ ରାଶି ଭଗବାନ ଶିବଙ୍କୁ ପୂଜା କଲେ ସଫଳତା ମିଳିବ ଏବଂ ରବିବାର ଦୀନ ସକାଳୁ ସୁର୍ଯ୍ୟ ଦେବତାଙକୁ ପୂଜା କରନ୍ତୁ । ନିୟମିତ ହନୁମାନ ଚାଳିଶା ପାଠ କରନ୍ତୁ ଦୃଷ୍ଟ ଖଣ୍ଡନ ହେବ । ବୃଷ ରାଶି ଯଦି ସାଧୁ ଓ ଗରିବ ପିଲାଙ୍କୁ ଖାଇବାକୁ ଦିଅନ୍ତୁ ଛଟ ପିଲାଙ୍କୁ ଶୁର୍କବାର ଦୀନ ମିଷ୍ଟାନ ବଣ୍ଟନ କରନ୍ତୁ ଏବଂ ନିୟମିତ ମାଁ ଲକ୍ଷ୍ମୀଙ୍କୁ ପୂଜା କରନ୍ତୁ ଧନ ପ୍ରାପ୍ତି ହେବ । ମିଥୁନ ରାଶି ଗାଇକି ଖାଇବାକୁ ଦିଅନ୍ତୁ ଗୁରୁବାର ଦୀନ ଭଗବାନ ବିଷ୍ଣୁଙ୍କ ସହସର ନାମ ଜପ କରନ୍ତୁ ଗରିବ ପିଲାଙ୍କୁ ବସ୍ତ୍ର ଦାନ କରନ୍ତୁ ଆପଣଙ୍କର ସବୁ ମନସ କାମନା ପୁରଣ ହେବ । କର୍କଟ ରାଶି ଧଳା ଗାଇକି ଖାଇବାକୁ ଦିଅନ୍ତୁ ନିୟମିତ ଭଗବାନ ଶିବଙ୍କୁ ପୂଜା କରିବା ସହିତ ତାଙ୍କ ଆଶ୍ରୀବାଦ ନିୟନ୍ତୁ ସଫଳତା ମିଳିବ I ସିଂହ ରାଶି ନିୟମିତ ସୁର୍ଯ୍ୟ ଦେବତାଙ୍କୁ ପାଣି ଦେଖନ୍ତୁ ଓ ଶିବ ଲଙ୍ଗ ଓ ଅସ୍ତ ଗଛରେ ପାଣି ଢାଳନ୍ତୁ ଏବଂ ଗୁରୁଜନ ମାନଙ୍କୁ ସ୍ନମାନ କରନ୍ତୁ ଶନି ବାର ଦୀନ କିଛି ଦାନ କରନ୍ତୁ ଏମିତି କଲେ ସବୁ ଦସା କଟିଯିବ ।
କନ୍ୟା ରାଶି ନିୟମିତ ତୁଳସି ଗଛ ପୂଜା କରିବା ସହିତ ବିଷ୍ଣୁଙ୍କୁ ଆରତି କରନ୍ତୁ ଯେବେ ସମ୍ଭବ ଗରିବ ପିଲାଙ୍କୁ ଖାଇବାକୁ ଦିଅନ୍ତୁ । ତୁଳା ରାଶି ସବୁ ଶନିବାର କଳା ବସ୍ତ୍ର ଓ ସୁରିସ ତେଲ ଦାନ କରନ୍ତୁ ନିୟମିତ ଭାବରେ ଭଗବାନ ଶିବଙ୍କୁ ପୂଜା କଲେ ସଫଳତା ମିଳିବ । ବିଚ୍ଛା ରାଶି ଗାଇଙ୍କୁ ଖାଇବାକୁ ଦିଅନ୍ତୁ ମଙ୍ଗଳ ବାର ଓ ଶନିବାର ଦୀନ ଗରିବ ପିଲାଙ୍କୁ ଖାଦ୍ୟ ଖାଇବାକୁ ଦିଅନ୍ତୁ ନିୟମିତ ମାଁ ଲକ୍ଷ୍ମୀଙ୍କୁ ପୂଜା କରନ୍ତୁ ଧନ ପ୍ରାପ୍ତି ହେବ । ଧନୁ ରାଶି ନିୟମିତ ସୁର୍ଯ୍ୟ ଦେବତାଙ୍କୁ ପାଣି ଟେକନ୍ତୁ ଆପଣଙ୍କର ସବୁ ମନସ କାମନା ପୁରଣ ହେବ I ମକର ରାଶି ଗରବ ଲୋକଙ୍କୁ ଖାଦ୍ୟ ଖାଇବାକୁ ଦିଅନ୍ତୁ ନିୟମିତ ଭଗବାନ ଶିବଙ୍କୁ ପୂଜା କଲେ ସଫଳତା ମିଳିବ । କୁମ୍ଭ ରାଶି ସବୁ ଶନିବାର କଳା ବସ୍ତ୍ର ଓ ସୁରିସ ତେଲ ଦାନ କରନ୍ତୁ ଗରିବ ପିଲାଙ୍କୁ ବସ୍ତ୍ର ଦାନ କରନ୍ତୁ ନିୟମିତ ଭଗବାନ ଶିବଙ୍କୁ ପୂଜା କରନ୍ତୁ । ମୀନ ରାଶି ନିୟମିତ ହନୁମାନ ଚାଳିଶା ପାଠ କରନ୍ତୁ ଦୃଷ୍ଟ ଖଣ୍ଡନ ହେବ ଗୁରୁବାର ଦୀନ ପିଲାଙ୍କୁ ଡାକି ଘରେ ଖାଇବାକୁ ଦିଅନ୍ତୁ । ବନ୍ଧୁଗଣ ଜାଣିରଖ ରାଶି ଅନୁସାରେ ଭଗବାନଙ୍କୁ କେମିତି ପୂଜା କଲେ ଆପଣ ସଫଳତା ପାଇବେ ।