ପୁଣି ଚିଲିକା ମଝିରେ ଫସିଲା ଯାତ୍ରୀବାହୀ ଡଙ୍ଗା

0

ପୁଣି ଚିଲିକା ମଝିରେ ଫସିଲା ଯାତ୍ରୀବାହୀ ଡଙ୍ଗା । ଜହ୍ନିକୁଦା ଘାଟରୁ ସାତପଡା ଅଭିମୁଖେ ଯାଉଥିବା ବେଳେ ଅଟକି ରହିଛି । ଏହି ଡଙ୍ଗାରେ ୩୦ରୁ ଅଧିକ ବାଇକ ସହ ପାଖାପାଖି ୫୦ ଯାତ୍ରୀ ଯାଉଥିଲେ । ପାଣି କମ୍ ଥିବାରୁ ଡଙ୍ଗାଟି ଚିଲିକା ମଝିରେ ଅଟକି ରହିଛି । ଏବେ ସେଠାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି ।

 

Leave a comment