ବିଦ୍ୟୁତ୍ ଆଘାତରେ ଗୁରୁକୁଳ ଆଶ୍ରମର ବ୍ରହ୍ମଚାରୀଙ୍କ ମୃତ୍ୟୁ
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ନୂଆପଡ଼ା ଜିଲ୍ଲା ଖରିଆର ରୋଡର ଆମସେନା ଗୁରୁକୁଳ ଆଶ୍ରମରେ ଏକ ଅଭାବନୀୟ ଘଟଣା ଘଟିଛି। ବିଦ୍ୟୁତ୍ ଆଘାତରେ ଗୁରୁକୁଳ ଆଶ୍ରମର ବ୍ରହ୍ମଚାରୀଙ୍କ ମୃତ୍ୟୁ ହୋଇଛି।
ମୃତ ବ୍ରହ୍ମଚାରୀଙ୍କ ନାମ ସଂଗରକର କ୍ରାସାମ ଓ ତାଙ୍କ ଘର ଆସାମ କାରବୀ ଆଳମରେ ବୋଲି ଜଣାଯାଇଛି