ଫେବ୍ରୁଆରୀ ୫ରୁ ବିଧାନସଭା ଅଧିବେଶନ
ଫେବ୍ରୁଆରୀ ୮ରେ ଆସିବ କାମଚଳା ବଜେଟ୍
ଫେବ୍ରୁଆରୀ ୫ରୁ ବିଧାନସଭା ଅଧିବେଶନ । ଫେବ୍ରୁଆରୀ ୮ରେ ଆସିବ କାମଚଳା ବଜେଟ୍ । ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । କାମଚଳା ବଜେଟ ଅଧିବେଶନ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ । ଅଧିବେଶନର ପ୍ରଥମ ଦିନ ଅଭିଭାଷଣ ରଖିବେ ରାଜ୍ୟପାଳ । ଏହି ଅଧିବେଶନରେ ରହିଛି ମୋଟ ୭ଟି କାର୍ଯ୍ୟଦିବସ ।