ଲୋକସଭା ନିର୍ବାଚନ; ଦ୍ୱିତୀୟ ପର୍ଯ୍ୟାୟର ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି

0

ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ୱିତୀୟ ପର୍ଯ୍ୟାୟରେ ଲୋକସଭା ପାଇଁ ପୁଣି ୬ ଜଣଙ୍କ ନାମ ଘୋଷଣା କରିଛନ୍ତି । ସେମାନେ ହେଲେ:

ପୁରୀ: ଅରୂପ ପଟ୍ଟନାୟକ

ଢେଙ୍କାନାଳ: ଅବିନାଶ ସାମଲ

ଜଗତସିଂହପୁର: ରାଜଶ୍ରୀ ମଲ୍ଲିକ

କନ୍ଧମାଳ : ଅଚ୍ୟୁତ ସାମନ୍ତ

କଟକ: ସନ୍ତୃପ୍ତ ମିଶ୍ର

ଯାଜପୁର: ସର୍ମିଷ୍ଠା ସେଠୀ

ପ୍ରକାଶ ଯେ ପୂର୍ବରୁ ନବୀନ ପଟ୍ଟନାୟକ ପ୍ରଥମ ପର୍ଯ୍ୟାୟରେ ଲୋକସଭା ପାଇଁ ୯ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲେ ।

ସମ୍ବଲପୁର: ପ୍ରଣବ ପ୍ରକାଶ ଦାସ

କଳାହାଣ୍ଡି: ଲମ୍ବୋଦର ନିଆଲ

ସୁନ୍ଦରଗଡ଼: ଦିଲ୍ଲୀପ ତିର୍କୀ

ମୟୂରଭଞ୍ଜ: ସୁଦାମ ମାରାଣ୍ଡି

କେନ୍ଦ୍ରାପଡ଼ା: ଅଂଶୁମାନ ମହାନ୍ତି

ନବରଙ୍ଗପୁର: ପ୍ରଦୀପ ମାଝୀ

ଭୁବନେଶ୍ୱର: ମନ୍ମଥ ରାଉତରାୟ

କୋରାପୁଟ: କୌଶଲ୍ୟା ହିକକା

ଆସିକା: ରଞ୍ଜିତା ସାହୁ

Leave a comment