ଏହି କାରଣରୁ ନବଜାତ ଶିଶୁଟି କାନ୍ଦିଥାଏ ଅନବରତ
ଚଳିତ ବର୍ଷର ଗ୍ରୀଷ୍ମ ପ୍ରବାହ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି । ବିଶ୍ବର 10ଟି ସବୁଠୁ ଉତ୍ତମ ସହର ମଧ୍ୟରେ ରହିଛି ଆମ ରାଜ୍ୟର ଦୁଇ ସହର ।
ଏଭଳି ପ୍ରଚଣ୍ଡ ରୌଦ୍ରତାପ ସମୟରେ ସ୍ବାସ୍ଥ୍ୟର ଯତ୍ନ ନେବା ଆବଶ୍ୟକ । ବିଶେଷ କରି ନବଜାତ ଶିଶୁଙ୍କ ଉପରେ ବିଶେଷ ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ । ଏହି ଆର୍ଟିକିଲରେ, ଆମେ କିଛି ସହଜ ଟିପ୍ସ ବିଷୟରେ ଆଲୋଚନା କରିବୁ, ଯାହା ନବଜାତ ଶିଶୁଙ୍କ ଗ୍ରୀଷ୍ମ ପ୍ରବାହରୁ ଆରାମ ଦେବାରେ ସହାୟକ ହେବ ।
ତାଜା ଖାଦ୍ୟ ଖାଇବାକୁ ଦିଅନ୍ତୁ:- ଯଦି ଶିଶୁ ଟିକେ କଠିନ ଖାଦ୍ୟ ଖାଇବା ଆରମ୍ଭ କରିଛି, ତେବେ ତାକୁ ସବୁବେଳେ ତାଜା ଖାଦ୍ୟ ଖାଇବାକୁ ଦିଅନ୍ତୁ । ଏହି ଋତୁରେ ପିଲାମାନଙ୍କଠାରେ ପେଟ ସଂକ୍ରମଣ ହେବାର ସମ୍ଭାବନା ଥାଏ । 6 ମାସ କିମ୍ବା ତଦୂର୍ଦ୍ଧ୍ୱ ପିଲାମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ । ସେଥିପାଇଁ ସେମାନଙ୍କର ଅତିରିକ୍ତ ଯତ୍ନ ନେବାର ଆବଶ୍ୟକ ରହିଛି।
ଚଳିତ ବର୍ଷର ଗ୍ରୀଷ୍ମ ପ୍ରବାହ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି । ବିଶ୍ବର 10ଟି ସବୁଠୁ ଉତ୍ତମ ସହର ମଧ୍ୟରେ ରହିଛି ଆମ ରାଜ୍ୟର ଦୁଇ ସହର ।
ଏଭଳି ପ୍ରଚଣ୍ଡ ରୌଦ୍ରତାପ ସମୟରେ ସ୍ବାସ୍ଥ୍ୟର ଯତ୍ନ ନେବା ଆବଶ୍ୟକ । ବିଶେଷ କରି ନବଜାତ ଶିଶୁଙ୍କ ଉପରେ ବିଶେଷ ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ । ଏହି ଆର୍ଟିକିଲରେ, ଆମେ କିଛି ସହଜ ଟିପ୍ସ ବିଷୟରେ ଆଲୋଚନା କରିବୁ, ଯାହା ନବଜାତ ଶିଶୁଙ୍କ ଗ୍ରୀଷ୍ମ ପ୍ରବାହରୁ ଆରାମ ଦେବାରେ ସହାୟକ ହେବ ।
ତାଜା ଖାଦ୍ୟ ଖାଇବାକୁ ଦିଅନ୍ତୁ:- ଯଦି ଶିଶୁ ଟିକେ କଠିନ ଖାଦ୍ୟ ଖାଇବା ଆରମ୍ଭ କରିଛି, ତେବେ ତାକୁ ସବୁବେଳେ ତାଜା ଖାଦ୍ୟ ଖାଇବାକୁ ଦିଅନ୍ତୁ । ଏହି ଋତୁରେ ପିଲାମାନଙ୍କଠାରେ ପେଟ ସଂକ୍ରମଣ ହେବାର ସମ୍ଭାବନା ଥାଏ । 6 ମାସ କିମ୍ବା ତଦୂର୍ଦ୍ଧ୍ୱ ପିଲାମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ । ସେଥିପାଇଁ ସେମାନଙ୍କର ଅତିରିକ୍ତ ଯତ୍ନ ନେବାର ଆବଶ୍ୟକ ରହିଛି ।
ଡିହାଇଡ୍ରେସନ୍:- ଡିହାଇଡ୍ରେସନ୍ର ଯତ୍ନ ନେବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ଯଦି ପିଲାକୁ ଗୀଷ୍ମ ପ୍ରବାହରୁ ରକ୍ଷା କରିବାକୁ ଚାହୁଁଛନ୍ତି, ତେବେ ତାଙ୍କୁ ଅଳ୍ପ ସମୟ ମଧ୍ୟରେ ପାଣି ପିଇବାକୁ ଦିଅନ୍ତୁ । ମନେରଖନ୍ତୁ, ପାଣିକୁ ନିଶ୍ଚିତ ରୂପେ ଫୁଟାନ୍ତୁ ଏବଂ ତାକୁ ସମ୍ପୂର୍ଣ୍ଣ ଥଣ୍ଡା କରି ପିଇବାକୁ ଦିଅନ୍ତୁ । 6 ମାସରୁ ଅଧିକ ବୟସର ଶିଶୁଙ୍କୁ ନଡ଼ିଆ କ୍ଷୀର, ଲସି, ଫଳ ରସ ଦେଇପାରିବେ ।
ଖରାରେ ପିଲାଙ୍କୁ ବାହାରକୁ ନିଅନ୍ତୁ ନାହିଁ:- ଗ୍ରୀଷ୍ମଋତୁରେ ଶିଶୁକୁ ବାହାରକୁ ନେବା ଉଚିତ୍ ନୁହେଁ । ଦିନ 12:00 ରୁ 4:00 ମଧ୍ୟରେ ଶିଶୁକୁ ବାହାରକୁ ନେବାର ଭୁଲ କରନ୍ତୁ ନାହିଁ । ଯଦି ନିହାତି ଆବଶ୍ୟକ ଥାଏ, ଶିଶୁକୁ ଡାକ୍ତରଙ୍କ ପାଖକୁ ଯିବାର ଥାଏ ତେବେ ତା’ ଶରୀରକୁ ସଠିକ୍ ଭାବରେ ଘୋଡାନ୍ତୁ ଏବଂ ଟୋପି ପିନ୍ଧାନ୍ତୁ ।
ସ୍ନାନ କରାନ୍ତୁ:- ଗ୍ରୀଷ୍ମଋତୁରେ ଶିଶୁର ଯତ୍ନ ନେବା ପାଇଁ ଆପଣ ଦିନକୁ ଥରେ କିମ୍ବା ଦୁଇଥର ସ୍ନାନ କରାଇପାରିବେ । ମନେରଖନ୍ତୁ ଯେ, ପାଣି ଅତ୍ୟଧିକ ଥଣ୍ଡା କିମ୍ବା ଅଧିକ ଗରମ ହୋଇନଥିବା ଉଚିତ୍ ।
ସବୁବେଳେ ଡାଏପର ପିନ୍ଧନ୍ତୁ ନାହିଁ:- ପ୍ରାୟତଃ ମାଆମାନେ ପିଲାମାନଙ୍କୁ ସବୁବେଳେ ଡାଏପର ପିନ୍ଧାନ୍ତି । ଗ୍ରୀଷ୍ମଋତୁରେ ଏହା କରିବା ଦ୍ବାରା ଦାଗ ଓ ଉତ୍ତାପ ସୃଷ୍ଟି ହୋଇପାରେ । ଫଳରେ ପିଲାଟି ଚିଡଚିଡା ହୋଇ କାନ୍ଦିଥାଏ । ତେଣୁ ଗ୍ରୀଷ୍ମ ସମୟରେ କେବଳ ବାହାରକୁ ଯିବା ସମୟରେ ଡାଏପର୍ ପନ୍ଧାନ୍ତୁ ।