ଆଜିଠାରୁ ବିଧାସଭାର ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଆଜିଠାରୁ ବିଧାସଭାର ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ । ଦ୍ବିତୀୟ ଅଧିବେଶନ ମାର୍ଚ୍ଚ ୧୧ ତାରିଖରୁ ଏପ୍ରିଲ୍ ୯ ତାରିଖ ପର୍ଯ୍ୟନ୍ତ ଚାଲିବ। ବିଧାନସଭା ଲାଗି ଉଭୟ ଶାସକ ଓ ବିରୋଧୀ ପ୍ରସ୍ତୁତ ଥିବା ସୂଚନା ମିଳିଛି । ଆଜି ଗୃହରେ ମଣ୍ଡିରୁ ଧାନ ଉଠୁନଥିବା ପ୍ରସଙ୍ଗରେ ସରକାରଙ୍କୁ ଘେରିପାରେ ବିରୋଧୀ । ଏଥିସହିତ ୟେସ୍ବ୍ୟାଙ୍କ ପ୍ରସଙ୍ଗକୁ ନେଇ ମଧ୍ୟ ଘେରିବ ବୋଲି ଆଶଙ୍କା କରାଯାଉଛି ।