ଯଦି ଆପଣଙ୍କ ଘରେ ଏଲଇଡି ବଲବ୍ ବ୍ୟବହାର ହୋଇଥାଏ, ତେବେ ହୋଇଯାଆନ୍ତୁ ସାବଧାନ

0

ଆଜିକାଲି ସବୁ ଘରେ ଏଲ୍ ଇଡି ବଲବ୍ ର ବ୍ୟବହାର ବହୁତ ଅଧିକା ହେଉଛି । କମ୍ ଇଲେକ୍ଟ୍ରି ଖର୍ଚ୍ଚରେ ଅଧିକା ଲାଇଟ୍ ଦେଉଛି , ଏମିତିରେ କେନ୍ଦ୍ର ସରକାର ଲଗାତାର ଏଲ୍ ଇଡି ଲାଇଟ୍ ଲଗାଇବାର ପ୍ରୋତ୍ସାହନ କରୁଛି , କିନ୍ତୁ ଗୋଟିଏ ରିପୋର୍ଟ ଅନୁସାରେ ସରକାର ଆପଣଙ୍କୁ ବ୍ୟବହାର କରିବାରେ ରୋକୁଛି , ଏହି ରିପୋର୍ଟ ମୁତାବିକ ଦେଶରେ ବିକ୍ରି ହେଉଥିବା ଏକ ଚତୁର୍ଥାଂଶ ଏଲ୍ ଇଡି ଲାଇଟ୍ସ ସୁରକ୍ଷା ମାନକ ଅନୁରୁପ ନୁହେଁ ଆଜି ଆମେ ଏହାର ଖୁଲାସା କରିବୁ ।ଆପଣଙ୍କୁ କହିଦେବୁ କି ମାର୍କେଟ୍ ରେ ଉପଲ୍ଲବ୍ଧ ଏଲ୍ ଇଡି ବଲବ୍ ୭୬ ପ୍ରତିଶତ ବ୍ରାଣ୍ତ ଉପଭୋକ୍ତା ସୁରକ୍ଷା ମାନକରେ ଉଲ୍ଲଘନ କରିଛନ୍ତି , ନିଲସନ ର ଏକ ଷ୍ଟଡି ରିପୋର୍ଟରେ ଏମିତି ଶୁଣିବାକୁ ମିଳିଛି । ନିଲସନଙ୍କ ମୁତାବିକ ମୁମ୍ବାଇ , ଅହମଦାବାଦ, ଓ ହାଇଦ୍ରାବାଦ ରେ ବିଜୁଳି ସମାନ ଖୁଚୁରା ବିକ୍ରି କରୁଥିବା ୨୦୦ ଦୋକାନକୁ ସାମିଲ୍ କରାଯାଇଛି।
ଏଥିରୁ ମିଳିଲା କି ଏଲ୍ ଇଡି ବଲବ୍ ୭୬ ପ୍ରତିଶତ ବ୍ରାଣ୍ତ ଓ ଏଲ୍ ଇଡି ଡାଉନ୍ ଲାଇଟର୍ ୭୧ ପ୍ରତିଶତ ବ୍ରାଣ୍ତରେ ଉପଭୋକ୍ତା ସୁରକ୍ଷା ମାନକରେ ଉଲ୍ଲଘନ କରିଛନ୍ତି , ସେ ଏହି ବ୍ରାଣ୍ତ ନାଁରେ ନିଜ ନକଲି ପ୍ରଡକ୍ଟ ବଜାରରେ ଆଣିଛନ୍ତି  ଆମର ଭାରତୀୟ ମାନକ ବ୍ୟୁରୋ ଓ ଇଲେକ୍ଟ୍ରୋନିକ୍ସ ଏବଂ ସୁଚନା ପ୍ରସାରଣ ମନ୍ତ୍ରାଳୟ ଏହି ମାନକ ପ୍ରସ୍ତୁତ କରିଛନ୍ତି । ରିପୋର୍ଟର ମୁତାବିକ ଇଲେକ୍ଟ୍ରିକ୍ ଲ୍ୟାମ୍ପ୍ ଆଣ୍ତ କଂମ୍ପୋନେଣ୍ଟ ମ୍ୟାନୁଫ୍ୟାକ୍ଚରର୍ସ ଆସୋସିଏସନ୍ ଙ୍କ ମୁତାବିକ ଦିଲ୍ଲୀରେ ବିଆଇଏସ୍ ମାନକରେ ସବୁଠାରୁ ଅଧିକା ଉଲ୍ଲଘନ ମାମଲାରେ ଅସୁବିଧା ଦେଖିବାକୁ ମିଳିଛି  ଯେଉଁଥିରେ ଏଲକୋମା ତରଫରୁ କୁହାଗଲା କି ଏହା ନକଲି ପ୍ରଡକ୍ଟ ଆମର ଉପଭୋକ୍ତାଙ୍କୁ ଗମ୍ଭୀର ରୁପରେ ବିପଦପୁର୍ଣ୍ଣ ଅଛି ,  ଏଥିରେ ବଡ ବିପଦ ରହିଛି ।

ଏହା ଛଡା ଏମାନଙ୍କ କାରୋବାର ରୁ ସରକାରଙ୍କ ଟ୍ୟାକ୍ସରେ କ୍ଷତି ବି ହେଉଛି , କାରଣ ଏମାନଙ୍କ ମ୍ୟାନୁଫ୍ୟାକ୍ଚରିଙ୍ଗ୍ ଓ ବିକ୍ରି ଆଇନଗତ ନୁହେଁ , ଆମର ଦେଶରେ ଅଧିକାଂଶ ବଜାରରେ କରାଯାଇଥିବା ସର୍ଭେ ରେ ପାଇଛନ୍ତି କି ଏଲ୍ ଇଡି ବଲବ୍ ୪୮ ପ୍ରତିଶତ ବ୍ରାଣ୍ତ ପ୍ରଡକ୍ଟ ବନାଉଥିବା କମ୍ପାନୀ ପତ୍ତା ଲେଖାଯାଇନାହିଁ , ଓ ୩୧ ପ୍ରତିଶତ ବ୍ରାଣ୍ତରେ ତାହାକୁ ତିଆରି କରାଯାଉଥିବା କମ୍ପାନୀ ନାଁ ବି ନାହିଁ  ଏମିତି କରିବା ଆଇନ ଅନୁଯାୟି ଭୁଲ୍ ଅଟେ , ଏହି ପରି ଏଲ୍ ଇଡି ଜୋପ୍ ମାମଲାରେ ସାମ୍ନାକୁ ଆସିଛି , ସେଥିରେ ୪୫ ପ୍ରତିଶତ ବ୍ରାଣ୍ତ ଏପରି ମିଳିଛି , ଯାହାର ପ୍ୟାକିଙ୍ଗ୍ ଅଛି କିନ୍ତୁ ଏହାର ପ୍ୟାକିଙ୍ଗ୍ ରେ ମ୍ୟାନୁଫ୍ୟାକ୍ଚରିଙ୍ଗ୍ ର ନାଁ ନାହିଁ ।

Leave a comment