ଯଦି ଆପଣଙ୍କ ଘରେ ଏଲଇଡି ବଲବ୍ ବ୍ୟବହାର ହୋଇଥାଏ, ତେବେ ହୋଇଯାଆନ୍ତୁ ସାବଧାନ
ଆଜିକାଲି ସବୁ ଘରେ ଏଲ୍ ଇଡି ବଲବ୍ ର ବ୍ୟବହାର ବହୁତ ଅଧିକା ହେଉଛି । କମ୍ ଇଲେକ୍ଟ୍ରି ଖର୍ଚ୍ଚରେ ଅଧିକା ଲାଇଟ୍ ଦେଉଛି , ଏମିତିରେ କେନ୍ଦ୍ର ସରକାର ଲଗାତାର ଏଲ୍ ଇଡି ଲାଇଟ୍ ଲଗାଇବାର ପ୍ରୋତ୍ସାହନ କରୁଛି , କିନ୍ତୁ ଗୋଟିଏ ରିପୋର୍ଟ ଅନୁସାରେ ସରକାର ଆପଣଙ୍କୁ ବ୍ୟବହାର କରିବାରେ ରୋକୁଛି ,…