ଏଣିକି ଆଡ଼ ଫ୍ରି ୟୁଟ୍ୟୁବ ଦେଖା ହେବ ମହଙ୍ଗା
ଏଣିକି ଆଡ଼ ଫ୍ରି ୟୁଟ୍ୟୁବ ଦେଖା ହେବ ମହଙ୍ଗା। କାରଣ ଗୁଗଲ ୟୁଟ୍ୟୁବ୍ ପ୍ରିମିୟମ୍ ପାଇଁ ସବସ୍କ୍ରିପ୍ସନ ଚାର୍ଜେସ୍ ବଢାଇ ଦେଇଛି । ଏବେ ୟୁ ଟ୍ୟୁବ ଏବଂ ୟୁ ଟ୍ୟୁବ ମ୍ୟୁଜିକ୍ ରେ ଆଡ୍ ଫ୍ରି ଭିଡିଓ ଦେଖିବା ଏବଂ ମ୍ୟୁଜିକ୍ ଷ୍ଟ୍ରିମ୍ କରିବା ମହଙ୍ଗା ପଡିବ । ପୂର୍ବରୁ ଇଣ୍ଡିଭିଜୁଆଲ୍…