ଆପଣଙ୍କ ଫୋନ୍ କହିବ ମଦ ପିଇଛନ୍ତି କି ନାହିଁ
ମଦ୍ୟପାନ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ । ଏହା ପ୍ରତ୍ୟେକ ମଦ ବୋତଲରେ ଲେଖାଯାଇଛି । ଏହା ସତ୍ତ୍ୱେ ବି ଲୋକମାନେ ମଦ୍ୟପାନ କରନ୍ତି । କିନ୍ତୁ ପ୍ରତ୍ୟକ ବ୍ୟକ୍ତି ମଦ୍ୟପାନ କରିନଥିବା ଦର୍ଶାଇଥାନ୍ତି । ମଦ୍ୟପାନ କରିଛନ୍ତି କି ନାହିଁ ଜାଣିବା ପାଇଁ ମେସିନ୍ ରହିଛି । କିନ୍ତୁ ଏବେ ଫୋନ୍ରୁ…