Browsing Tag

your floor will be shiny

ଘରର ଚଟାଣ ସଫା କରିବା ନେଇ ଚିନ୍ତିତ କି ? ଏହି ଟିପ୍ସ ଆପଣାଇଲେ ଆପଣଙ୍କ ଘରର ଚଟାଣ କରିବ ଚିକଚିକ

ଘର ନିୟମିତ ସଫା କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବିଶେଷକରି ନିୟମିତ ଭାବେ ଚଟାଣ ସଫା କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। କାରଣ ଅଧିକାଂଶ ମଇଳା ଏଠାରେ ବ୍ୟାପିଥାଏ। ଚଟାଣ ସଫା କରିବା ପାଇଁ ଅନେକ ଲୋକ ଘର ସହାୟିକା ବା ଚାକର/ଚାକରାଣୀ ନିଯୁକ୍ତ କରନ୍ତି।…