ଆପଣଙ୍କ ଶିଶୁ ରାତିରେ ଜମା ଶୋଉନି , କେବଳ କାନ୍ଦୁଛି; ଆପଣାନ୍ତୁ ଏହି ଟିପ୍ସ
ଶିଶୁକୁ ସୁସ୍ଥ ଏବଂ ସୁରକ୍ଷିତ ରଖିବା ପାଇଁ ତାଙ୍କୁ ନେଇ ଅନେକ କଥା ଉପରେ ଧ୍ୟାନ ଦେବା ଆବଶ୍ୟକ। ଛୋଟ ପିଲାର ଶୋଇବାର ପୋଜିସନ ବିଷୟରେ ମଧ୍ୟ ଜାଣିବା ଆବଶ୍ୟକ। ଯଦି ଶିଶୁକୁ ଠିକ ଢଙ୍ଗରେ ଶୁଆ ନଯାଏ ତେବେ ଅନେକ ପ୍ରକାରର ସମସ୍ୟା ହେବାର ଭୟ ରହିଥାଏ। ଆମେ ଆପଣଙ୍କୁ କିଛି ସହଜ ଏବଂ ସୁବିଧା…