Browsing Tag

Workers salary increase

ରାଜ୍ୟରେ ବଢ଼ିଲା ଶ୍ରମିକଙ୍କ ମଜୁରୀ

ରାଜ୍ୟରେ ଶ୍ରମିକଙ୍କ ବଢିଲା ମଜୁରୀ କୁଶଳୀ, ଅଣକୁଶଳୀ, ଅର୍ଦ୍ଧକୁଶଳୀ, ଉଚ୍ଚକୁଶଳୀଙ୍କ ବଢିଲା ଦରମା । ପୂର୍ବ ମଜୁରୀଠାରୁ ବଢିଲା ଆଉ ୭ ଟଙ୍କା । ଉଚ୍ଚକୁଶଳୀ ପାଇବେ ସର୍ବାଧିକ ୫୦୨ ଟଙ୍କା । ଶ୍ରମ କମିଶନରଙ୍କ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି, ୧ ଅକ୍ଟୋବରରୁ ଲାଗୁ ହେବ ନୂଆ ମଜୁରୀ ।…