ଖୁବ୍ ଶୀଘ୍ର ରାଜ୍ୟର ମହିଳା ପାଇବେ ସୁଭଦ୍ରା ଟଙ୍କା: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
ସୁଭଦ୍ରା ନେଇ ସରକାରଙ୍କ ବଡ଼ ଘୋଷଣା । ଖୁବ୍ ଶୀଘ୍ର ମହିଳା ପାଇବେ ସୁଭଦ୍ରା ଟଙ୍କା । ରାଜ୍ୟର ମହିଳା ମାନେ କିଭଳି ସୁଭଦ୍ରା ଯୋଜନାରୁ ଲାଭ ପାଇବେ ତା ଉପରେ ପ୍ରସ୍ତୁତି ଚାଲିଛି ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସେ ଆହୁରି ମଧ୍ୟ କହିଛନ୍ତି ଯେ, କ୍ୟାବିନେଟରେ ମୋହର…