ଚୈତ୍ର ନବରାତ୍ରୀରେ ବଦଳିବ ଏହି ୩ଟି ରାଶିର ଭାଗ୍ୟ ? ଜାଣନ୍ତୁ କେବେଠୁ ପଡ଼ିଛି ଓ କେଉଁମାନେ ହେବେ ଲାଭବାନ
ସନାତନ ଧର୍ମରେ ଚୈତ୍ର ନବରାତ୍ରୀ ବହୁତ ଖାସ୍ ହୋଇଥାଏ । ଏହାସହିତ ଚୈତ୍ର ନବରାତ୍ରୀ ସହିତ ପ୍ରତିବର୍ଷ ହିନ୍ଦୁ ନବବର୍ଷର ବି ଶୁଭାରମ୍ଭ ହୋଇଥାଏ ।
ଚଳିତ ବର୍ଷ ଚୈତ୍ର ନବରାତ୍ରୀ ଏପ୍ରିଲ ୯ରୁ ଆରମ୍ଭ ହେବାକୁ ଯାଉଛି ଓ ୧୭ ଏପ୍ରିଲରେ ରାମନବମୀରେ ଏହା ସମାପନ ହେବାକୁ ଯାଉଛି । ଚୈତ୍ର…