ମୋବାଇଲ ନ ଦେବାରୁ ସ୍ୱାମୀକୁ ହାଣିଲା ସ୍ତ୍ରୀ
ମୋବାଇଲ ପାଇଁ ତୁମୁଳକାଣ୍ଡ । ମୋବାଇଲ ଦେଲାନି ବୋଲି ସ୍ୱାମୀକୁ ହାଣି ରକ୍ତାକ୍ତ କଲା ସ୍ତ୍ରୀ । ଏଭଳି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ପୁଇଁତଳା ଥାନା ଅନ୍ତର୍ଗତ କେଶରକଲା ଗ୍ରାମରେ । ଗୁରୁତର ଭାବେ ସ୍ୱାମୀଙ୍କୁ ଉଦ୍ଧାର କରାଯାଇ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।…