ନିର୍ବାଚନ ପ୍ରଚାରବେଳେ କାହିଁକି ମନୋଜ ତିୱାରୀଙ୍କୁ ବନ୍ଧକ ରଖିଲେ ମହିଳା, ଆସନ୍ତୁ ଦେଖିବା ଭିଡିଓ
ଅନ୍ତିମ ପର୍ଯ୍ୟାୟ ପାଇଁ ଉତ୍ତରପ୍ରଦେଶର ବାରାଣାସୀ ସମେତ ୧୩ ଟି ଲୋକସଭା ଆସନରେ ଭୋଟ୍ ଗ୍ରହଣ କରାଯିବ। ଏହି ପର୍ଯ୍ୟାୟରେ ସବୁଠାରୁ ଅଧିକ ଚର୍ଚ୍ଚା ହେଉଛି ବାରାଣାସୀ ଲୋକସଭା ଆସନ, ଯେଉଁଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ବହୁ ବରିଷ୍ଠ ବିଜେପି ନେତା…