କାହିଁକି ଫ୍ରେବୁଆରି ୧୪କୁ କଳା ଦିବସ ଭାବେ ପାଳନ କରୁଛି ଦେଶ ?
ପୁଲୱାମା ଆକ୍ରମଣକୁ ୪ ବର୍ଷ ପୂର୍ତ୍ତି ହୋଇଛି। ସାରା ଦେଶ ଆଜି ଭାରତୀୟ ଯବାନମାନଙ୍କ ସେହି ବୀରତ୍ୱର ଗାଥା ଓ ବଳିଦାନକୁ ସ୍ମରଣ କରିବା ସହିତ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି। ୧୪ ଫେବୃଆରୀ ୨୦୧୯ । ପୂର୍ବବର୍ଷ ଭଳି ସେଦିନ ମଧ୍ୟ ଭାଲେଣ୍ଟାଇନ ଡେ ପାଳନ କରୁଥିଲେ ଦେଶର ଯୁବବର୍ଗ।…