କାହିଁକି ଏବେ ଚର୍ଚ୍ଚାରେ ରହିଛି ପ୍ରଧାନମନ୍ତ୍ରୀ ମୋଦିଙ୍କ ନୀଳ ଜ୍ୟାକେଟ ?
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରାୟତଃ ନିଜର ପୋଷାକ ପରିଧାନ ଏବଂ ଜ୍ୟାକେଟ୍କୁ ନେଇ ଚର୍ଚ୍ଚାରେ ରୁହନ୍ତି। ଏଥର ମଧ୍ୟ ସେ ଏକ ଖାସ୍ ପ୍ରକାରର ଜ୍ୟାକେଟ୍ ପିନ୍ଧିଥିଲେ, ଯାହାକି ଏବେ ଚର୍ଚ୍ଚାର ବିଷୟ ପାଲଟିଛି। କହି ରଖୁଛୁ ଯେ ପିଏମ୍ ମୋଦି ଆଜି ସଂସଦରେ ଯେଉଁ ଜ୍ୟାକେଟ୍ ପିନ୍ଧି…