ଦୀପାବଳିରେ କେଉଁ କାରଣରୁ କାଳୀପୂଜା ପାଳନ କରାଯାଏ ?
ଦୀପାବଳି କିମ୍ବା ଆଲୋକର ଉତ୍ସବ ଭାରତର ଏକ ଆକର୍ଷଣୀୟ ଉତ୍ସବ । ଏହି ଉତ୍ସବ ପ୍ରଭୁ କୃଷ୍ଣଙ୍କ ଦ୍ୱାରା ନାରକାସୁର ବଧର ସ୍ମୃତିରେ ପାଳିତ ହୋଇଥାଏ । କେରଳରେ ଏହି ଉତ୍ସବ କେତେକ ନିର୍ଦ୍ଦିଷ୍ଟ ଅଂଚଳରେ ବହୁ ଆଡମ୍ବରରେ ପାଳିତ ହୋଇଥାଏ । ଦୀପାବଳି ଉତ୍ସବରେ ଲୋକେ ନୂଆ ପୋଷାକ ପିନ୍ଧିଥାନ୍ତି, ଘର…