Browsing Tag

Why is it inappropriate for women to keep their hair open?

କେଶ ଖୋଲା ରଖିବା ମହିଳାଙ୍କ ପାଇଁ କାହିଁକି ଅନୁଚିତ

ସୁନ୍ଦର ଏବଂ ଖୋଲା କେଶ ସବୁ ମହିଳାଙ୍କ ସୌନ୍ଦଯ୍ୟର ଅନ୍ୟ ଏକ ପ୍ରମୁଖ କାରଣ ହୋଇଥାଏ ।ମହିଳାମାନେ ସଜବାଜ ସମୟରେ କେଶ ସଜ୍ଜାକୁ ଅଧିକ ଗୁରୁତ୍ୱ ଦେଇଥାନ୍ତି । ବିଶେଷ କରି ପବପର୍ବାଣୀ କିମ୍ବା ଉତ୍ସବ ସମୟରେ ମହିଳାମାନେ ନିଜ କେଶକୁ ଖୋଲା ରଖନ୍ତି । କିନ୍ତୁ ଶାସ୍ତ୍ରରେ କେଶ ଖୋଲା ରଖିବା ବାରଣ…