ମନ୍ଦିରକୁ ପ୍ରବେଶ କରିବା ପୂର୍ବରୁ କାହିଁକି ଘଣ୍ଟି ବଜାଇବାର ରହିଛି ମହତ୍ୱ ?
ଛୋଟ ହେଉ କି ବଡ ସମସ୍ତ ମନ୍ଦିରର ପ୍ରବେଶ ପଥରେ ଘଣ୍ଟି ଲଗାଯାଇଥାଏ। ଏବଂ ସେହି ଘଣ୍ଟି ବଜାଇବା ପରେ ଲୋକମାନେ ମନ୍ଦିର ଭିତରକୁ ପ୍ରବେଶ କରିଥାନ୍ତି। ଆପଣ ମଧ୍ୟ ଏହିଭଳି ଅନୁଭୂତି ପାଇଥିବେ। କିନ୍ତୁ ଆପଣ କେବେ ଚିନ୍ତା କରିଛନ୍ତି କି ମନ୍ଦିରରେ ଘଣ୍ଟି କାହିଁକି ଲଗାଯାଇଥାଏ ଏବଂ ଲୋକମାନେ ସେହି…