ଅନ୍ତିମ ସଂସ୍କାର ପରେ କାହିଁକି ପଛକୁ ଚାହିଁବାକୁ କରାଯାଇଛି ବାରଣ ?
ସନାତନ ଧର୍ମରେ ୧୬ ସଂସ୍କୃତ ବର୍ଣ୍ଣନା କରାଯାଇଛି । ସେଥିମଧ୍ୟରୁ ଗୋଟିଏ ହେଉଛି ମୃତ୍ୟୁ ସଂସ୍କାର । ଏହାକୁ ଅନ୍ତିମ ସଂସ୍କାର, ଶବଦାହ କିମ୍ବା ଶେଷ ରୀତି ମଧ୍ୟ କୁହାଯାଏ । ଏହାର ଅର୍ଥ ହେଉଛି ସମସ୍ତ ରୀତିନୀତି ସମାପ୍ତ ହୁଏ ଏବଂ ଆତ୍ମା ପରମାତ୍ମାରେ ବିଲୀନ ହୋଇଥାଏ । ଯେତେବେଳେ ବି କାହାର…